ସମୁଦ୍ରରେ ବୁଡ଼ି ନାବାଳକ ନିଖୋଜ

ବାପାମା’ଙ୍କ ସହିତ ପୁରୀ ଆସିଥିଲେ ଆର୍ଯ୍ୟନ।

Sea

ଗାଧୋଉଥିବା ବେଳେ ଭାସିଗଲେ ନାବାଳକ

Jitendra Garnayak
  • Published: Sunday, 10 December 2023
  • Updated: 10 December 2023, 05:48 PM IST

Sports

Latest News

ପୁରୀରେ ଆଜି ସମୁଦ୍ରରେ ବୁଡ଼ି ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାଁ ଆର୍ଯ୍ୟନ ରାଜ୍। ତାଙ୍କ ଘର ବିହାରରେ।

ବାପାମା’ଙ୍କ ସହିତ ପୁରୀ ଆସିଥିଲେ ଆର୍ଯ୍ୟନ। ସେ ଚକ୍ରତୀର୍ଥଠାରେ ସମୁଦ୍ରରେ ଗାଧୋଉଥିବା ବେଳେ ଏକ ଲହରୀରେ ଭାସି ଯାଇଥିଲେ।

ଲାଇଫଗାର୍ଡମାନେ ତାଙ୍କୁ ଖୋଜାଖୋଜି କରୁଛନ୍ତି। ଫାଏର ବ୍ରିଗେଡ୍ ଟିମ୍‌ ମଧ୍ୟ ଖୋଜୁଛି। କିନ୍ତୁ ତାଙ୍କର ପତ୍ତା ମିଳିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos