/odisha-reporter/media/post_attachments/uploadimage/library/16_9/16_9_0/Sea_1702210630.jpg)
Sea
ପୁରୀରେ ଆଜି ସମୁଦ୍ରରେ ବୁଡ଼ି ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାଁ ଆର୍ଯ୍ୟନ ରାଜ୍। ତାଙ୍କ ଘର ବିହାରରେ।
Advertisment
ବାପାମା’ଙ୍କ ସହିତ ପୁରୀ ଆସିଥିଲେ ଆର୍ଯ୍ୟନ। ସେ ଚକ୍ରତୀର୍ଥଠାରେ ସମୁଦ୍ରରେ ଗାଧୋଉଥିବା ବେଳେ ଏକ ଲହରୀରେ ଭାସି ଯାଇଥିଲେ।
ଲାଇଫଗାର୍ଡମାନେ ତାଙ୍କୁ ଖୋଜାଖୋଜି କରୁଛନ୍ତି। ଫାଏର ବ୍ରିଗେଡ୍ ଟିମ୍ ମଧ୍ୟ ଖୋଜୁଛି। କିନ୍ତୁ ତାଙ୍କର ପତ୍ତା ମିଳିନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
