Advertisment

‘ମୋ ବସ୍‌’ ଧକ୍କାରେ ଯୁବକ ମୃତ

ଭୁବନେଶ୍ୱରରେ ମୋ ବସ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।

author-image
Jitendra Garnayak
Mo Bus

Mo Bus

ଭୁବନେଶ୍ୱରରେ ମୋ ବସ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଚନ୍ଦକା ଥାନା ପାଞ୍ଚଗାଁ ପାଖରେ ଏହି ଦୁର୍ଘଟଣା ଘଟିଛି।

Advertisment

ମୃତକ ଅନ୍ଧାରୁଆର। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Accident Road Accident