୨୦୨୩ରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଜୀବନ ହରାଇଛନ୍ତି ୫ ହଜାରରୁ ଅଧିକ ଲୋକ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଗତ ୫ ବର୍ଷରେ ରାଜ୍ୟରେ ୫୫ ହଜାର ୫୮୦ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୨୬ ହଜାରରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୦ହଜାରରୁ ଅଧିକ ଜଣ ଆହତ ହୋଇଛନ୍ତି।

Accident PhotoOR

ଦୁର୍ଘଟଣାଗ୍ରସ୍ତ କାର ଓ ବୁଲେଟ

Jitendra Garnayak
  • Published: Thursday, 05 September 2024
  • Updated: 05 September 2024, 06:19 PM IST

Sports

Latest News

ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା ସଂଖ୍ୟା। ୨୦୨୩ରେ ୧୨,୦୫୨ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫,୬୯୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୦ ହଜାର ୪୧୯ ଜଣ ଆହତ ହୋଇଛନ୍ତି। ବିଧାୟକ ସନାତନ ମହାକୁଡ଼ଙ୍କ ଏକ ପ୍ରଶ୍ନର ଉତ୍ତରରେ ସଡ଼କ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି।

୨୦୨୩ରେ ସଡ଼କ ଦୁର୍ଘଟଣାରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୪୮ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୩ରେ ସୁନ୍ଦରଗଡ଼ ଜିଲ୍ଲାରେ ୮୮୫ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୬୭୧ ଜଣ ଆହତ ହୋଇଛନ୍ତି।

ଏହି ବର୍ଷ ଗଞ୍ଜାମରେ ୭୮୧ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୪୨୨ ଜଣଙ୍କ ମୃତ୍ୟୁ ଘଟିଛି ଓ ୫୯୯ ଜଣ ଆହତ ହୋଇଛନ୍ତି। କେନ୍ଦୁଝରରେ ୭୫୫ଟି ଦୁର୍ଘଟଣା ଘଟିଥିବା ବେଳେ ୩୯୯ ଜଣ ମରିଛନ୍ତି ଓ ୬୮୯ ଜଣ ଆହତ ହୋଇଛନ୍ତି। ଖୋର୍ଦ୍ଧାରେ ୧୧୮୪ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୩୮୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୯୮୮ ଜଣ ଆହତ ହୋଇଛନ୍ତି। ମୟୁରଭଞ୍ଜରେ ୬୩୪ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୩୬୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୫୬୬ ଜଣ ଆହତ ହୋଇଛନ୍ତି। କଟକରେ ୮୧୬ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୨୮୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୫୯୫ ଜଣ ଆହତ ହୋଇଛନ୍ତି। ଯାଜପୁରରେ ୫୪୦ଟି ଦୁର୍ଘଟଣା ଘଟିଥିବା ବେଳେ ୨୭୧ ମରିଛନ୍ତି ଓ ୪୩୯ ଆହତ ହୋଇଛନ୍ତି। ବାଲେଶ୍ୱରରେ ୪୧୯ଟି ଦୁର୍ଘଟଣା ଘଟିଥିବା ବେଳେ ୨୩୧ ଜଣଙ୍କ ମୃତ୍ୟୁ ହୋଇଛି ୨୬୬ ଜଣ ଆହତ ହୋଇଛନ୍ତି। କୋରାପୁଟରେ ୩୬୫ଟି ଦୁର୍ଘଟଣା ଘଟିଥିବା ବେଳେ ୨୨୯ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୭୦ ଜଣ ଆହତ ହୋଇଛନ୍ତି। ସମ୍ବଲପୁରରେ ୪୨୦ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୨୧୪ ଜଣଙ୍କ ମୃତ୍ୟୁ ହୋଇଛି ଓ ୩୯୫ ଜଣ ଆହତ ହୋଇଛନ୍ତି। ଅନୁଗୋଳରେ ୩୯୬ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୧୮୮ ଜଣଙ୍କ ଜୀବନ ଯାଇଛି ଓ ୨୪୪ ଜଣ ଆହତ ହୋଇଛନ୍ତି। ଢେଙ୍କାନାଳରେ ୪୦୬ ଟି ଦୁର୍ଘଟଣା ଘଟିଥିବା ବେଳେ ୧୮୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୮୯ ଜଣ ଆହତ ହୋଇଛନ୍ତି। ବଲାଙ୍ଗିରରେ ୩୩୬ଟି ଦୁର୍ଘଟଣା ଘଟିଥିବା ବେଳେ ୧୮୦ ଜଣଙ୍କ ମୃତ୍ୟୁ ଝଟିଛି ୩୫୮ ଜଣ ଆହତ ହୋଇଛନ୍ତି। ପୁରୀରେ ୫୧୬ଟି ଦୁର୍ଘଟଣା ଘଟିଥିବା ବେଳେ ୧୬୯ ଜଣ ମରିଛନ୍ତି ଓ ୫୩୦ ଜଣ ଆହତ ହୋଇଛନ୍ତି। ବରଗଡ଼ରେ ୩୩୧ଟି ଦୁର୍ଘଟଣାରେ ୧୫୯ ଜଣ ଜୀବନ ହରାଇଛନ୍ତି ଓ ୨୮୫ ଜଣ ଆହତ ହୋଇଛନ୍ତି।

Also Read

ସେହିପରି କଳାହାଣ୍ଡିରେ ୨୦୨୩ରେ ୩୭୧ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୧୫୯ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୨୬୪ ଜଣ ଆହତ ହୋଇଥିଲେ। ଭଦ୍ରକରେ ୩୦୧ଟି ଦୁର୍ଘଟଣା ଘଟିଥିବା ବେଳେ ୧୪୨ ଜଣ ଜୀବନ ହରାଇଥିଲେ ଓ ୨୧୪ ଜଣ ଆହତ ହୋଇଥିଲେ। ନବରଙ୍ଗପୁରରେ ୨୦୭ଟି ଦୁର୍ଘଟଣା ଘଟିଥିବା ବେଳେ ୧୩୬ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୬୫ ଜଣ ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ାରେ ୨୯୬ଟି ସଡ଼କ ଦୁର୍ଘଟଣା ଗଟିଥିବା ବେଳେ ୧୩୧ ଜଣଙ୍କ ମୃତ୍ୟୁ ଗଟିଛି ଓ ୨୨୩ ଜଣ ଆହତ ହୋଇଛନ୍ତି। ଝାରସୁଗୁଡ଼ାରେ ୨୪୩ଟି ଦୁର୍ଘଟଣା ଘଟିଥିବା ବେଳେ ୧୨୨ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୪୮ ଜଣ ଆହତ ହୋଇଛନ୍ତି। ନୟାଗଡ଼ା ୨୬୯ଟି ଦୁର୍ଘଟଣା ଘଟିଥିବା ବେଳେ ୧୧୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୨୪ ଜଣ ଆହତ ହୋଇଛନ୍ତି। ନୂଆପଡ଼ାରେ ୧୬୩ଟି ଦୁର୍ଘଟଣା ଘଟିଥିବା ବେଳେ ୧୧୫ ଜଣଙ୍କ ମୃତ୍ୟୁ ହୋଇଛି ୧୪୧ ଜଣ ଆହତ ହୋଇଛନ୍ତି। ରାୟଗଡ଼ାରେ ୨୪୨ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୧୧୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୭୨ ଜଣ ଆହତ ହୋଇଛନ୍ତି। ମାଲକାନଗିରିରେ ୧୮୨ଟି ଦୁର୍ଘଟଣା ଘଟିଥିବା ବେଳେ ୧୦୧ ଜଣ ମରିଛନ୍ତି ଓ ୨୨୧ ଜଣ ଆହତ ହୋଇଛନ୍ତି। ଫୁଲବାଣୀରେ ୨୧୩ଟି ଦୁର୍ଘଟଣା ଘଟିଥିବା ବେଳେ ୯୮ ଜଣ ମରିଛନ୍ତି ଓ ୩୦୯ ଜଣ ଆହତ ହୋଇଛନ୍ତି। ଜଗତସିଂହପୁରରେ ୨୬୪ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୮୭ ଜଣ ମରିଛନ୍ତି ଓ ୨୧୮ ଜଣ ଆହତ ହୋଇଛନ୍ତି। ବୌଦ୍ଧରେ ୧୫୦ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୭୧ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୨୫ ଜଣ ଆହତ ହୋଇଛନ୍ତି। ଦେବଗଡ଼ ଜିଲ୍ଲାରେ ୧୪୧ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୬୭ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୩୫ ଜଣ ଆହତ ହୋଇଛନ୍ତି। ସୋନପୁରରେ ୯୮ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୯୦ ଜଣ ଆହତ ହୋଇଛନ୍ତି। ଗଜପତିରେ ୧୨୮ଟି ଦୁର୍ଘଟଣା ଘଟିଥିବା ବେଳେ ୫୧ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୮୬ ଜଣ ଆହତ ହୋଇଛନ୍ତି।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ୨୦୧୯ରେ ମୋଟ ୧୧ ହଜାର ୬୪ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫,୩୩୩ ଜଣ ପ୍ରାଣ ହରାଇଥିଲେ ଓ ୧୧ ହଜାର ୧୭୭ ଜଣ ଆହତ ହୋଇଥିଲେ। ୨୦୨୦ରେ ୯୮୧୭ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୪୭୩୮ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୮୮୧୮ ଜଣ ଆହତ ହୋଇଥିଲେ। ୨୦୨୧ରେ ୧୦ ହଜାର ୯୮୪ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫୦୮୧ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୯୭୮୨ ଜଣ ଆହତ ହୋଇଥିଲେ। ୨୦୨୨ରେ ୧୧ ହଜାର ୬୬୩ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୫୪୬୭ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦ ହଜାର ୩୦୨ ଜଣ ଆହତ ହୋଇଛନ୍ତି। ଅର୍ଥାତ୍ ଗତ ୫ ବର୍ଷରେ ରାଜ୍ୟରେ ୫୫ ହଜାର ୫୮୦ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୨୬,୩୧୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୦,୪୯୮ ଜଣ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story