Advertisment

କାର ଧକ୍କାରେ ମା’ଝିଅ ମୃତ

ଦୁର୍ଘଟଣା ଘଟିବା ପରେ କାର୍‌ ଡ୍ରାଇଭର ଫେରାର ହୋଇଯାଇଥିଲେ। ସେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ଅନ୍ୟପକ୍ଷରେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ବଲାଙ୍ଗୀର-ପାଟଣାଗଡ଼ ରାସ୍ତାକୁ ଅବରୋଧ କରି ରଖିଛନ୍ତି।

ଅଦ୍ୟତନ ହୋଇଛି
Car

Car

Advertisment

କାର୍ ଧକ୍କାରେ ଚାଲିଗଲା ମାଆ-ଝିଅଙ୍କ ଜୀବନ। ପାଟଣାଗଡ଼-ବଲାଙ୍ଗୀର ରାସ୍ତାର ଉଲବା ଛକ ନିକଟରେ ଆଜି ଘଟିଛି ଏହି ଦୁର୍ଘଟଣା। ମୃତକମାନେ ହେଉଛନ୍ତି ପାଟଣାଗଡ଼ ଥାନା ଉଲଵା ଗାଁର ସରୋଜିନୀ ଧରୁଆ ଓ ତାଙ୍କ ଝିଅ ରୀତି ଧରୁଆ। ମଜୁରୀ କାମ କରି ଘରକୁ ଫେରୁଥିବା ବେଳେ ବଲାଙ୍ଗୀର ପଟୁ ଆସୁଥିବା ଏକ କାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମା’ ଓ ଝିଅଙ୍କ ମୃତ୍ୟୁ ଘଟିଛି।

Advertisment

ଦୁର୍ଘଟଣା ଘଟିବା ପରେ କାର୍‌ ଡ୍ରାଇଭର ଫେରାର ହୋଇଯାଇଥିଲେ। ସେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ଅନ୍ୟପକ୍ଷରେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ବଲାଙ୍ଗୀର-ପାଟଣାଗଡ଼ ରାସ୍ତାକୁ ଅବରୋଧ କରି ରଖିଛନ୍ତି। ଖବର ଲେଖାଯିବା ସୁଦ୍ଧା ରାସ୍ତାରୋକ ହଟି ନଥିବା ବେଳେ ପାଟଣାଗଡ଼ ପୁଲିସ ଲୋକଙ୍କୁ ବୁଝାସୁଝା କରୁଛି। 

Roadaccident Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe