Advertisment

ବ୍ୟାଟିଂ କରୁଥିବା ବେଳେ ପଡ଼ିଗଲେ ବିଧାୟକ

ପଡ଼ିଆରେ ବ୍ୟାଟିଂ କରୁଥିବା ସମୟରେ ଅଚାନକ ତଳେ ପଡ଼ିଯାଇଥିଲେ ବିଜେଡି ବିଧାୟକ ଭୁପିନ୍ଦର ସିଂହ।

Advertisment

କଳାହାଣ୍ଡି ଜିଲ୍ଲାର ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିବାକୁ ନର୍ଲା ବିଧାୟକ ଭୁପିନ୍ଦର ସିଂହ ଯାଇଥିଲେ। ତେବେ ପଡ଼ିଆରେ ବ୍ୟାଟିଂ କରୁଥିବା ସମୟରେ ଅଚାନକ ତଳେ ପଡ଼ିଯାଇଥିଲେ ବିଜେଡି ବିଧାୟକ ଭୁପିନ୍ଦର ସିଂହ।

Advertisment
Odisha BjD Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe