ଫାଙ୍କି ଦେଲେ ମନ୍ତ୍ରୀ ! | Odisha Reporter
ହସ୍ପିଟାଲ ବେଡରେ ଜୁଝୁଛନ୍ତି ହୋମଗାର୍ଡ । ବାବୁଙ୍କ ଘରେ ଗୋତି ଖଟୁଛନ୍ତି, ନିର୍ଯ୍ୟାତିତ ବି ହେଉଛନ୍ତି । ହୋମଗାର୍ଡଙ୍କ ଦୁଃଖ ନକହିବା ଭଲ । ହେଲେ ବିଭାଗର ମନ୍ତ୍ରୀ କିନ୍ତୁ ହାତ ପୋଛି ଦେଲେ । କହିଲେ, ପୁଲିସ ଅଧିକାରୀଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ନାହାନ୍ତି ହୋମଗାର୍ଡ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
