Advertisment

ଫାଙ୍କି ଦେଲେ ମନ୍ତ୍ରୀ !

ବାବୁଙ୍କ ଘରେ ଗୋତି ଖଟୁଛନ୍ତି, ନିର୍ଯ୍ୟାତିତ ବି ହେଉଛନ୍ତି ।

Advertisment

ହସ୍ପିଟାଲ ବେଡରେ ଜୁଝୁଛନ୍ତି ହୋମଗାର୍ଡ । ବାବୁଙ୍କ ଘରେ ଗୋତି ଖଟୁଛନ୍ତି, ନିର୍ଯ୍ୟାତିତ ବି ହେଉଛନ୍ତି । ହୋମଗାର୍ଡଙ୍କ ଦୁଃଖ ନକହିବା ଭଲ । ହେଲେ ବିଭାଗର ମନ୍ତ୍ରୀ କିନ୍ତୁ ହାତ ପୋଛି ଦେଲେ । କହିଲେ, ପୁଲିସ ଅଧିକାରୀଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ନାହାନ୍ତି ହୋମଗାର୍ଡ ।

Advertisment
Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe