ଟ୍ରକ୍‌କୁ ପଛରୁ ପିଟିଲା କାର୍‌

ଢାବା ନିକଟରେ ଟ୍ରକ୍‌ଟି ଛିଡ଼ା ହୋଇଥିବା ବେଳେ ଘଟିଥିଲା ଦୁର୍ଘଟଣା।

Accident

ଦୁର୍ଘଟଣାଗ୍ରସ୍ତ କାର

Jitendra Garnayak
  • Published: Tuesday, 05 September 2023
  • Updated: 05 September 2023, 05:49 PM IST

ଭୟଙ୍କର ଦୁର୍ଘଟଣା I ଜଣେ ମୃତ, ଦୁଇ ଗୁରୁତର। ବଲାଙ୍ଗିର-ବରଗଡ଼ ଜାତୀୟ ରାଜପଥର ଡୁଙ୍ଗୁରିପାଲି ଚିନାଜୁରୀ ଢାବା ନିକଟରେ ଘଟିଛି ଏହି ଦୁର୍ଘଟଣା।

ଚିନାଜୁରୀ ଢାବା ନିକଟରେ ଟ୍ରକ୍‌ଟି ଛିଡ଼ା ହୋଇଥିବା ବେଳେ ଏକ କାର ଦ୍ରୁତଗତିରେ ଆସି ଏହା ପଛରେ ପିଟି ହୋଇଥିଲା। କାରଟିର ଗତି ଏତେ ଅଧିକ ଥିଲା ଯେ ତାହା ଟ୍ରକ୍‌କୁ ପିଟିବା ପରେ ତା’ର ଅର୍ଦ୍ଧାଧିକ ଅଂଶ ଟ୍ରକ୍ ଡାଲା ତଳକୁ ପଶି ଯାଇଥିଲା।

Car Accidentଟ୍ରକ୍‌କୁ ପଛରୁ ପିଟିଛି କାର

ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story