ଅଦ୍ୟତନ ହୋଇଛି
Accident
Advertisment
ଭୟଙ୍କର ଦୁର୍ଘଟଣା I ଜଣେ ମୃତ, ଦୁଇ ଗୁରୁତର। ବଲାଙ୍ଗିର-ବରଗଡ଼ ଜାତୀୟ ରାଜପଥର ଡୁଙ୍ଗୁରିପାଲି ଚିନାଜୁରୀ ଢାବା ନିକଟରେ ଘଟିଛି ଏହି ଦୁର୍ଘଟଣା।
Advertisment
ଚିନାଜୁରୀ ଢାବା ନିକଟରେ ଟ୍ରକ୍ଟି ଛିଡ଼ା ହୋଇଥିବା ବେଳେ ଏକ କାର ଦ୍ରୁତଗତିରେ ଆସି ଏହା ପଛରେ ପିଟି ହୋଇଥିଲା। କାରଟିର ଗତି ଏତେ ଅଧିକ ଥିଲା ଯେ ତାହା ଟ୍ରକ୍କୁ ପିଟିବା ପରେ ତା’ର ଅର୍ଦ୍ଧାଧିକ ଅଂଶ ଟ୍ରକ୍ ଡାଲା ତଳକୁ ପଶି ଯାଇଥିଲା।
ଟ୍ରକ୍କୁ ପଛରୁ ପିଟିଛି କାରଏହି ଦୁର୍ଘଟଣାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1693916108.jpg)