Advertisment

ବିଲରେ କାମ କରୁଥିଲେ, ବଜ୍ରାଘାତ ନେଲା ଜୀବନ

ଆଜି ଦୁଇ ଭାଇ ଉତ୍କଳ ଓଝା ଓ ବିକ୍ରମ ଓଝା ବିଲରେ କାମ କରୁଥିଲେ। ସେଇ ସମୟରେ ବର୍ଷା ପବନ ସହ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରେ ଦୁଇ ଭାଇ ଗୁରୁତର ହୋଇ ଘଟଣାସ୍ଥଳରେ ପଡ଼ିଥିଲେ।

undefined

Lightning

Advertisment

ବଜ୍ରାଘାତ ରେ ଜଣେ ମୃତ ଜଣେ ଆହତ। ଯାଜପୁର ଜିଲ୍ଲା ବଡ଼ଚଣା ବୈରୀ ଥାନା ସୋଲର ଗାଁ ଏଭଳି ଘଟଣା ଘଟିଛି। ମୃତକଙ୍କ ନାଁ ହେଉଛି ଉତ୍କଳ ଓଝା।

Advertisment

ଆଜି ଦୁଇ ଭାଇ ଉତ୍କଳ ଓଝା ଓ ବିକ୍ରମ ଓଝା ବିଲରେ କାମ କରୁଥିଲେ। ସେଇ ସମୟରେ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରେ ଦୁଇ ଭାଇ ଗୁରୁତର ହୋଇ ଘଟଣାସ୍ଥଳରେ ପଡ଼ିଥିଲେ। ଗାଁ ଲୋକେ ଉଭୟଙ୍କୁ ଦେଖି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉତ୍କଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବିକ୍ରମଙ୍କୁ ଗୁରୁତର ଭାବେ ପ୍ରାଥମିକ ଚିକିତ୍ସା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Lightening Death Lighting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe