Advertisment

ମହୁମାଛି ଆକ୍ରମଣରେ ଜେଜେ ମୃତ; ନାତି ଗୁରୁତର

ଆଜି ସକାଳେ ଜେଜେ ଓ ନାତି ଗାଈ ଚରାଇବାକୁ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ।

ଅଦ୍ୟତନ ହୋଇଛି
undefined

Bee attack

Advertisment

ମହୁମାଛି ଆକ୍ରମଣରେ ଜେଜେର ମୃତ୍ୟୁ ଘଟିଥିବା ବେଳେ ନାତିର ଅବସ୍ଥା ଗୁରୁତର ରହିଛି। ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ବାରଙ୍ଗବାଡ଼ି ଗାଁ ନିକଟ ଜଙ୍ଗଲରେ। ଆହତ ନାତିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ମୃତ ବୃଦ୍ଧଙ୍କର ପରିଚୟ ମିଳିନାହିଁ। 

Advertisment

ଆଜି ସକାଳେ ଜେଜେ ଓ ନାତି ଗାଈ ଚରାଇବାକୁ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ମହୁମାଛି ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜେଜେର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ନାତିର ଚିକିତ୍ସା ଜାରି ରହିଛି।

Malkangiri Honey Bee Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe