Advertisment

ନାବାଳକ ଉପରେ ମାଡ଼ିଗଲା ଅଜଣା ଗାଡ଼ି

ଗତକାଲି ରାତି୧୦ ଟା ସମୟରେ ନାବାଳକକୁ ଅଜଣା ଗାଡ଼ି ଧକ୍କା ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
koraput

koraput

ନାବାଳକର ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅଞ୍ଚଳରେ। ନାବାଳକ ଜଣକ ହେଲେ ରାଜା ନାୟକ। ରାଜା ସପ୍ତମ ଶ୍ରେଣୀରେ ପଢ଼ୁଥିଲେ।

Advertisment

ଗତକାଲି ରାତି୧୦ ଟା ସମୟରେ ନାବାଳକକୁ ଅଜଣା ଗାଡ଼ି ଧକ୍କା ହୋଇଥିଲା। ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ ଘଟିଥିଲା।

ତୁରନ୍ତ ଗାଡ଼ିକୁ ଠାବ କରି ଚାଳକଙ୍କୁ ଗିରଫ କରିବା ପାଇଁ କଳାହାଂଣ୍ଡି କଲୋନୀ ବାସୀ ନାଲକୋ -ମାଥାଳପୁଟ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଉଭୟପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି।  ଦାମନଯୋଡି ପୁଲିସ ଓ ସେମିଳିଗୁଡା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି।

Advertisment
Roadaccident Koraput