Advertisment

ମର୍ଣ୍ଣିଂ ୱାକ୍ ସାରି ଘରକୁ ଫେରୁଥିଲେ; ମାଡ଼ିଗଲା ବାଲି ବୋଝେଇ ଟ୍ରକ୍‌

ଆଜି ସକାଳେ ବ୍ୟକ୍ତି ଜଣଙ୍କ ମର୍ଣ୍ଣିଂ ୱାକ୍ ସାରି ଘରକୁ ଫେରୁଥିଲେ।

Accident

Accident

Advertisment

ମର୍ଣ୍ଣିଂ ୱାକ୍ ସାରି ଘରକୁ ଫେରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍। ଭୁବନେଶ୍ୱର ସ୍ଥିତ ଗଣ୍ଡମୁଣ୍ଡା କଳାଭୂମି ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆଜି ସକାଳେ ବ୍ୟକ୍ତି ଜଣଙ୍କ ମର୍ଣ୍ଣିଂ ୱାକ୍ ସାରି ଘରକୁ ଫେରୁଥିଲେ। ଗଣ୍ଡମୁଣ୍ଡା କଳାଭୂମି ନିକଟରେ ଏକ ବୋଝେଇ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ଗାଡ଼ିକୁ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Bhubaneswar Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe