Advertisment

ଗ୍ୟାସ୍ ସିଲିଣ୍ଡର ଫାଟି ଜଣେ ମୃତ

ଢେଙ୍କାନାଳ ସହରରେ ଘଟିଛି ଏହି ଘଟଣା।

ଅଦ୍ୟତନ ହୋଇଛି
Fire

Fire

Advertisment

ରୋଷେଇ କଲା ବେଳେ ଗ୍ୟାସ୍ ସିଲିଣ୍ଡର ଫାଟି ଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୁଞ୍ଜକାନ୍ତ ଉତ୍ତର ମଧୁବନରେ ଘଟିଛି ଏହି ଘଟଣା। ମୃତ ବ୍ୟକ୍ତିଙ୍କ ନାଁ ଶମ୍ଭୁପ୍ରସାଦ ରଥ। 

Advertisment

ସେ ଏକ ଇନ୍ସ୍ୟୁରାନ୍ସ କମ୍ପାନୀରେ ଚାକିରି କରୁଥିଲେ। ଆଜି ସନ୍ଧ୍ୟାରେ ଅଫିସ୍‌ରୁ ଫେରି ରୋଷେଇ କଲା ବେଳେ ଏହି ଅଘଟଣ ଘଟିଥିଲା। ଗୋଟିଏ ସିଲିଣ୍ଡର ଫାଟିବାପରେ ପାଖରେ ଥିବା ଆଉ ଦୁଇଟି ସିଲିଣ୍ଡର ମଧ୍ୟ ଫାଟି ଯାଇଥିବା କୁହାଯାଉଛି। ଘଟଣାସ୍ଥଳରେ ଶମ୍ଭୁନାଥଙ୍କର ମୃତ୍ୟୁ ଘଟିଥିଲା।

ସିଲିଣ୍ଡର ଫାଟିବା ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟାଉନ୍ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।  

Advertisment
Gas Cylinder Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe