ଟ୍ରକ୍‌ରୁ କମଳା ବୋହିନେଲେ ଲୋକେ

ଟ୍ରକ୍‌ଟି ନାଗପୁରଠାରୁ କଲିକତା ଯାଉଥିବା ବେଳେ ଜଗମୋହନପୁର ଛକରେ ଡ଼ିଭାଇଡରରେ ବାଡେଇ ହୋଇ ବିପରୀତ ଦିଗରେ ଥିବା ରାସ୍ତା ଉପରେ ଓଲଟି ପଡ଼ିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଆନୁସାରେ ଟ୍ରକର ବେଗ ବହୁତ ଥିଲା। ତେଣୁ ହମ୍ସରେ ଚଢି ଡିଭାଇଡ଼ରରେ ବାଡେଇ ହୋଇ ଓଲଟି ପଡିଥିଲା।

Orange PhotoOR

ଦୁର୍ଘଟଣା ପରେ ରାସ୍ତାରେ ପଡ଼ିଛି କମଳା

Manoranjan Sial
  • Published: Monday, 25 December 2023
  • Updated: 25 December 2023, 08:43 PM IST

Sports

Latest News

ଟ୍ରକ୍‌ରୁ କମଳା ବୋହିନେଲେ ଲୋକେ। ଏପରି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥରେ। ଡିଭାଇଡର୍‌କୁ ପିଟି ହୋଇ ଟ୍ରକ୍‌ ଓଲଟି ପଡ଼ିବା ପରେ ସ୍ଥାନୀୟ ଲୋକେ ପେଟି ପେଟି କମଳା ବୋହିନେଲେ। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ଉଭୟଙ୍କୁ ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Also Read

ଟ୍ରକ୍‌ଟି ନାଗପୁରଠାରୁ କଲିକତା ଯାଉଥିବା ବେଳେ ଜଗମୋହନପୁର ଛକରେ ଡ଼ିଭାଇଡରରେ ବାଡେଇ ହୋଇ ବିପରୀତ ଦିଗରେ ଥିବା ରାସ୍ତା ଉପରେ ଓଲଟି ପଡ଼ିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଆନୁସାରେ ଟ୍ରକର ବେଗ ବହୁତ ଥିଲା। ତେଣୁ ହମ୍ସରେ ଚଢି ଡିଭାଇଡ଼ରରେ ବାଡେଇ ହୋଇ ଓଲଟି ପଡିଥିଲା। ଅନ୍ୟପକ୍ଷରେ ଟ୍ରକ୍‌ ଓଲଟିବା ସ୍ଥାନରେ ପରିବା ବିକ୍ରି ହୋଇଥାଏ। ସନ୍ଧ୍ୟା ସମୟରେ ଦୁର୍ଘଟଣା ହୋଇଥିବାରୁ ଲୋକଙ୍କ ଭିଡ଼ ନଥିଲା। ତେଣୁ ଏକ ବଡ଼ ଧରଣର ଅଘଟଣରୁ ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଟ୍ରକ୍‌ ଓଲଟି ପଡିବା ପରେ କମଳା ପେଟି ଲୋକେ ବୋହି ନେଇଯାଇଥିଲେ। ଦୁର୍ଘଟଣା ପରେ ପୁଲିସ ପହଞ୍ଚି ଗାଡିକୁ ଜବତ କରିଛି।

ରିପୋର୍ଟ-ତେଲକୋଇରୁ ଚିନ୍ମୟ କୁମାର ସାହୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story