Advertisment

ଟ୍ରଲରକୁ ପଛରୁ ପିଟିଲା ଭ୍ୟାନ୍; ଜଣେ ମୃତ, ୫ ଗୁରୁତର

ଟ୍ରଲରକୁ ପଛରୁ ପିଟିଲା ଭ୍ୟାନ୍, ଜଣେ ମୃତ, ୫ ଗୁରୁତର

author-image
Manoj Swain

ଦାରିଙ୍ଗିବାଡିରୁ ପିକନିକ୍‌ ସାରି ଖୁସିରେ ସମସ୍ତେ ଘରକୁ ଫେରୁଥିଲେ। ହେଲେ ସେମାନେ ଜାଣି ନଥିଲେ ସେମାନଙ୍କ ବାଟରେ ଜଗି ରହିଛି ଯମ। ଘରୁକୁ ‍ଫେରିଲା ବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଛକ ନିକଟରେ ଟ୍ରଲରକୁ ଭ୍ୟାନ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment
Odisha Accident Nayagarh