ପିକନିକ ଯାଉଛନ୍ତି ଯଦି ସାବଧାନ ! ବାଟରେ ଛକିଚି ଯମ | Odisha Reporter
Advertisment
ଦାରିଙ୍ଗିବାଡିରୁ ପିକନିକ୍ ସାରି ଖୁସିରେ ସମସ୍ତେ ଘରକୁ ଫେରୁଥିଲେ। ହେଲେ ସେମାନେ ଜାଣି ନଥିଲେ ସେମାନଙ୍କ ବାଟରେ ଜଗି ରହିଛି ଯମ। ଘରୁକୁ ଫେରିଲା ବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଛକ ନିକଟରେ ଟ୍ରଲରକୁ ଭ୍ୟାନ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us