Advertisment

SCB ମେଡ଼ିକାଲ୍‌ରେ ହଜିଗଲେ ଦୁଇ ଝିଅ !

କଟକର ବାଉନ୍‌ ବଜାର ତେପନ ଗଳିରେ ଦୁଇ ଝିଅଙ୍କୁ ଖୋଜୁଛନ୍ତି ଜଣେ ବୁଢା ବାପା।

Advertisment

କେତେ ଆଶା ନେଇ ବଡ଼ ମେଡ଼ିକାଲ୍‌ ଧାଇଁ ଆସିଥିଲେ ଜଣେ ବାପା। ଭାବିଥିଲେ ବଡ଼ ମେଡ଼ିକାଲ୍‌ରେ ବଡ଼ ଡାକ୍ତର ଦେଖିବେ। ଆଉ ମାନସିକ ରୋଗରେ ଘାଣ୍ଟି ହେଉଥିବା ଦୁଇ ଝିଅ ଭଲ ହୋଇଯିବେ। ହେଲେ ଦିନରେ ଦେଖିଥିବା ସବୁ ସପନ ଅଧାରେ ରହିଗଲା। SCB ମେଡ଼ିକାଲ୍‌ରେ ହଜିଗଲେ ଦୁଇ ଝିଅ। ଏବେ କଟକର ବାଉନ୍‌ ବଜାର ତେପନ ଗଳିରେ ଦୁଇ ଝିଅଙ୍କୁ ଖୋଜୁଛନ୍ତି ରଘୁନାଥ ମାସନ୍ତ। ରଘୁନାଥ ମାସନ୍ତଙ୍କ ଘର ବାଲେଶ୍ୱର ଜିଲ୍ଲା ରାଇବଣୀଆ ଥାନା ମାଙ୍କିଡ଼ିଆ ଗାଁରେ। 

Advertisment
Scb Medical Cuttack Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe