ଟ୍ରକ୍‌କୁ ପିଟିଲା ପିକନିକ୍‌ ବସ୍‌, ୭ ଗୁରୁତର

ଏକ ଟ୍ରକ୍‌କୁ ଏକ ପିକନିକ୍‌ ବସ୍‌ ପଛ ପଟୁ ପିଟିବାରୁ ୭ ଜଣ ଆହତ ହୋଇଛନ୍ତି।

Accident

ଦୁର୍ଘଟଣାଗ୍ରସ୍ତ ବସ୍‌ ।

Niharika Rout
  • Published: Thursday, 28 December 2023
  • Updated: 28 December 2023, 10:47 AM IST

ବଲାଙ୍ଗୀର -ସୋନପୁର ରାସ୍ତାର ଖମ୍ବଶିରିପାଲି ଛକରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍‌କୁ ଏକ ପିକନିକ୍‌ ବସ୍‌ ପଛ ପଟୁ ପିଟିବାରୁ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ସୋନପୁର ସହରର ଏକ ଘରୋଇ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟର ୪୫ ଜଣ ଛାତ୍ରଛାତ୍ରୀ କୋରାପୁଟର ଦେଓମାଳିକୁ ପିକନିକ ପାଇଁ ଯାଇଥିଲେ । ପିକନିକ ସାରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି l

Also Read

ଆହତମାନଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story