Advertisment

ଡ୍ୟୁଟିରେ ଥିବା ବେଳେ ହୃଦଘାତରେ ଚାଲିଗଲେ ପୁଲିସ୍ ଏଏସ୍‌ଆଇ!

ଏଏସ୍‌ଆଇ ପଞ୍ଚୁ ବାଗ ଆଜି ଡ୍ୟୁଟିରେ ଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ।

ASI

ASI

Advertisment

ସମ୍ବଲପୁରରେ କାର୍ଯ୍ୟରତ ଜଣେ ପୁଲିସ୍ ଏଏସ୍‌ଆଇଙ୍କର ଆଜି ମୃତ୍ୟୁ ଘଟିଛି। ତାଙ୍କ ନାଁ ପଞ୍ଚୁ ବାଗ। ସେ ସମ୍ବଲପୁର ସହରର ବରେଇପାଲି ଥାନାରେ କାର୍ଯ୍ୟରତ ଥିଲେ। 

Advertisment

ଏଏସ୍‌ଆଇ ପଞ୍ଚୁ ବାଗ ଆଜି ଡ୍ୟୁଟିରେ ଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ହୃଦଘାତ ଯୋଗୁଁ ପଞ୍ଚୁ ବାଗଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଖବର ପାଇ ତାଙ୍କ ପରିବାର ଲୋକେ ଓ ବରିଷ୍ଠ ପୁଲିସ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚିଥିଲେ। 

Advertisment
Sudden Heart Attack Odisha Police Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe