ଅଦ୍ୟତନ ହୋଇଛି
Bangirposhi
Advertisment
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷୀ ଘାଟିରେ ପୁଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ ଆହତ ଏବଂ ଜଣେ ପୁଲିସ କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା। ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ବାଙ୍ଗିରିପୋଷି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
Advertisment
କରଞ୍ଜିଆରୁ ବାରିପଦା ଯିବାବେଳେ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା ହୋଇଛି। ପୁଲିସ ଭ୍ୟାନ୍ ଘାଟିରେ ବ୍ରେକ୍ ଫେଲ୍ ହେବାରୁ ଆଗରେ ଥିବା ଟ୍ରକ୍ରେ ପିଟି ହୋଇଥିଲା। ପୁଲିସ ଗାଡ଼ିରେ ପ୍ରାୟ ୨୦ ଜଣ ପୁଲିସ ଡ୍ୟୁଟି ପାଇଁ ଯାଉଥିବା ବେଳେ ବାରିପଦା ଘାଟିରେ ଏଭଳି ଦୃର୍ଘଟଣା ଘଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Baripada_1702900833.jpeg)