Advertisment

'ବାଣ ଫୁଟାଇବାକୁ ଅନୁମତି ଦେଲା କିଏ ?'

ପୁରୀ ମେଡିକାଲ୍‌ରେ ଆବଶ୍ୟକୀୟ ଡାକ୍ତର ଓ ବର୍ଣ୍ଣ ୟୁନିଟ୍‌ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କଲେ ସ୍ଥାନୀୟ ବାସିନ୍ଦା ।

ଅଦ୍ୟତନ ହୋଇଛି
Advertisment

ଗତକାଲି ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି । ଏଥିରେ ୩୦ରୁ ଅଧିକ ଗୁରୁତର ହୋଇ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟ ନାବାଳକ ଥିବା ଜଣାଯାଇଛି। ତେବେ ପୁରୀ ମେଡିକାଲ୍‌ରେ ଆବଶ୍ୟକୀୟ ଡାକ୍ତର ଓ ବର୍ଣ୍ଣ ୟୁନିଟ୍‌ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କଲେ ସ୍ଥାନୀୟ ବାସିନ୍ଦା। ସେହିଭଳି ବାଣ ଫୁଟାଇବା ପାଇଁ ଅନୁମତି ଦେଲା କିଏ ବୋଲି ପ୍ରଶ୍ନ କରିଛନ୍ତି ଜଣେ ସ୍ଥାନୀୟ ବାସିନ୍ଦା।

Advertisment
Odisha Puri Firecracker Explosion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe