ଲଗାଣ ବର୍ଷାରେ ଧସିଲା ପାହାଡ, ୩ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ବର୍ଷା ପ୍ରଭାବରେ ଆଜି ଗୁମ୍ମା ବ୍ଲକରେ ପାହାଡ ଧସିଯାଇ କୁଜାସିଂଠାରୁ ଅଜୟଗଡ ରାସ୍ତା ଅବରୋଧ ହୋଇଯାଇଛି । ଫଳରେ କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି ।

Hill

ପାହାଡ଼ ଧସିବାରୁ ବଡ଼ ବଡ଼ ପଥର ଖଣ୍ଡ ରାସ୍ତା ଉପରେ ପଡ଼ିଛି।

Niharika Rout
  • Published: Wednesday, 13 September 2023
  • Updated: 13 September 2023, 09:45 AM IST

Sports

Latest News

ଲଗାଣ ବର୍ଷାର ପ୍ରଭାବରେ ଧସିଲା ପାହାଡ । ଗଜପତି ଜିଲାର ଗୁମ୍ମା ବ୍ଲକରେ ଆଜି ସକାଳେ ପାହାଡ ଧସିଯାଇ କୁଜାସିଂଠାରୁ ଅଜୟଗଡ ରାସ୍ତା ଅବରୋଧ ହୋଇଯାଇଛି । ଏହାଦ୍ୱାରା କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।

ଗଜପତି ଜିଲାର ପାହାଡିଆ ଅଞ୍ଚଳରେ ଲଗାଣ ବର୍ଷା ହେଉଛି । ବର୍ଷା ପ୍ରଭାବରେ ଆଜି ଗୁମ୍ମା ବ୍ଲକରେ ପାହାଡ ଧସିଯାଇ କୁଜାସିଂଠାରୁ ଅଜୟଗଡ ରାସ୍ତା ଅବରୋଧ ହୋଇଯାଇଛି । ଏହାଦ୍ୱାରା କୁଜାସିଂ ପଞ୍ଚାୟତର ୩ ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ଏହି ଜିଲାର ଅନ୍ୟାନ୍ୟ ବ୍ଲକ୍ ସମେତ ଗୁମ୍ମା ବ୍ଲକର ବିଭିନ୍ନ ପାହାଡିଆ ଅଞ୍ଚଳରେ ସବୁଦିନ ବର୍ଷା ହେଉଛି ।

ପ୍ରାୟ ୩ ରୁ ୪ ଦିନ ହେବ ଗୁମ୍ମା ବ୍ଲକରେ ନିୟମିତ ବର୍ଷା ଲାଗି ରହିଛି। ଆଜି ସକାଳୁ ବି ପ୍ରବଳ ବର୍ଷା ଲାଗି ରହିଥିଲା। ହୋଇଥିଲା । ଫଳରେ କୁଜାସିଂ-ଅଢ଼େଇ ଗାଁ କୁ ଲମ୍ବିଥିବା ଘାଟି ରାସ୍ତାରେ ପାହାଡ ଧସି ଯାଇଥିଲା । ପାହାଡରୁ ବଡ଼ ବଡ଼ ପଥର ଓ ମାଟି ତଳକୁ ଖସି ଆସି ପିଚୁ ରାସ୍ତାରେ ପଡ଼ିଥିଲା ।

Also Read

ପାହାଡ ଧସିବା ଯୋଗୁ ସେହି ପିଚୁ ରାସ୍ତାରେ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇ ଯାଇଛି । ସକାଳୁ ସକାଳୁ ଏହି ଘଟଣା ଘଟିଥିବା ବେଳେ ଭାଗ୍ୟବଶଃତ କୌଣସି ଧନଜୀବନ ହାନୀ ହୋଇ ନାହିଁ।

କୁଜାସିଂଠାରୁ ଅଜୟଗଡ ଯିବା ନିମନ୍ତେ ଏହା ମୁଖ୍ୟ ରାସ୍ତା ଅଟେ । ଏହି ରାସ୍ତା ଉପରେ ଗାଁର ଲୋକମାନେ ସମ୍ପୂର୍ଣ ନିର୍ଭର ଥିବା ବେଳେ ସେମାନଙ୍କ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ଏନେଇ ଗୁମା ବ୍ଲକ ବିଡିଓ କହିଛନ୍ତି, ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ସୂଚନା ଦିଆଯାଇଛି। ତୁରନ୍ତ ରାସ୍ତାରୁ ପଥର ହଟାଇ ରାସ୍ତା ସଫା କରିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story