Advertisment

କାହାଣୀ ଦିନେ ସତ ହେଲା, ସେ ଝିଅକୁ ଆଗୁଆ କିଏ କହିଥିଲା ?

ବଡ଼ ବିଚିତ୍ର ଥିଲା ସେ ଝିଅର କାହାଣୀ। ସେ କାହାଣୀ ଦିନେ ସତ ହେବ ଆଉ ପୋକ ମାଛି ଭଳି ଲୋକଙ୍କ ଜୀବନ ଯିବ, ହୁଏତ କେହି କେବେ ଭାବିନଥିଲେ।

Advertisment

ବଡ଼ ବିଚିତ୍ର ଥିଲା ସେ ଝିଅର କାହାଣୀ। ସେ କାହାଣୀ ଦିନେ ସତ ହେବ ଆଉ ପୋକ ମାଛି ଭଳି ଲୋକଙ୍କ ଜୀବନ ଯିବ, ହୁଏତ କେହି କେବେ ଭାବିନଥିଲେ। ସତେ ଯେମିତି ସେଦିନ ଭଗବାନ, ତାଙ୍କୁ ସବୁ କିଛି ଆଗୁଆ ଜଣାଇ ଦେଇଥିଲେ। କୁନି ଝିଅ ଲେଖିଥିବା କାହାଣୀର ପୃଷ୍ଠା ଓଲଟାଇଲେ, ଯାହା ଲେଖା ରହିଛି, ଆଜି ତାହା ସମସ୍ତଙ୍କ ସାମ୍ନାରେ ଘଟୁଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Wayanad Landslide Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe