ହସ କିଣିବାକୁ ଯାଇ ହସ୍ପିଟାଲରେ ପୁଅ | Golak Jena\'s son injured in Bangalore; Hospital stops Treatment
କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ବରମାଳ ଗାଁର ଗୋଲକ ଜେନା । ତାଙ୍କ ଆଶାର ଆଲୋକ ତଥା ତାଙ୍କ ପୁଅ ମିଲୁ ଜେନା ବେଙ୍ଗାଲୁରୁରେ ଡ୍ରାଇଭର ଭାବେ କାମ କରୁଥିଲେ । ସେଠାରେ ମିଲୁ ଏକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଥିଲେ । ମିଲୁ ଏବେବି ସଂଜ୍ଞାହୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି, ଆଉ ପାଖରେ ଟଙ୍କା ନଥିବାରୁ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ମିଲୁଙ୍କ ଚିକିତ୍ସା ବନ୍ଦ କରିଦେଇଛନ୍ତି । ତେବେ ଏହି ଦୁର୍ଘଟଣା ପରେ ମିଲୁକୁ ବଞ୍ଚେଇବା ପାଇଁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us