BUS
Advertisment
ରାସ୍ତାରେ ଓଲଟି ପଡ଼ିଲା ବସ୍, ୩୦ ଆହତ। ବିଟୁ ନାମକ ଯାତ୍ରୀ ବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ ଟି ରାଉରକେଲା ରୁ କୁସୁମୀକୁ ଯାଉଥିବା ବେଳେ ଦୃର୍ଘଟଣା ହୋଇଛି।
Advertisment
ବସ ରେ ପ୍ରାୟ ୩୫ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଆହତ ମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ତେବେ କାହିଁକି ଦୁର୍ଘଟଣା ହେଲା ତାହା ଜଣା ପଡ଼ି ନାହିଁ। ତେବେ ଘଟଣା ସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣା ରେ କେହି ମୃତାହତ ହୋଇ ନ ଥିବା ଜଣା ପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us