/odisha-reporter/media/post_attachments/uploadimage/library/16_9/16_9_0/accident_1707738758.jpg)
accident
ଯୁବତୀଙ୍କ ଉପରେ ମାଡ଼ିଗଲା ବସ୍ଖଣ୍ଡଗିରି ଛକରେ ମର୍ମନ୍ତୁଦ ଶଡ଼କ ଦୁର୍ଘଟଣା। ଯୁବତୀଙ୍କ ଉପରେ ମାଡ଼ିଗଲା ବସ। ରାସ୍ତା ପାର ହେଉଥିବା ବେଳେ ଘଟିଲା ଦୁର୍ଘଟଣା। ବାଇକ ଧକ୍କା ହୋଇ ପଡ଼ିଯିବା ବେଳେ ମାଡ଼ିଗଲା ବସ। ଦୁର୍ଘଟଣାରେ ଯୁବତୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସର ପହଞ୍ଚି ତଦନ୍ତ ଚଳାଛି। ତେବେ ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
