ଯୁବତୀଙ୍କ ଉପରେ ମାଡ଼ିଗଲା ବସ୍‌

ଯୁବତୀଙ୍କ ଉପରେ ମାଡ଼ିଗଲା ବସ। ରାସ୍ତା ପାର ହେଉଥିବା ବେଳେ ଘଟିଲା ଦୁର୍ଘଟଣା।

accident

Representational Image

Biswajit Samal
  • Published: Monday, 12 February 2024
  • Updated: 12 February 2024, 05:22 PM IST

ଯୁବତୀଙ୍କ ଉପରେ ମାଡ଼ିଗଲା ବସ୍‌ଖଣ୍ଡଗିରି ଛକରେ ମର୍ମନ୍ତୁଦ ଶଡ଼କ ଦୁର୍ଘଟଣା। ଯୁବତୀଙ୍କ ଉପରେ ମାଡ଼ିଗଲା ବସ। ରାସ୍ତା ପାର ହେଉଥିବା ବେଳେ ଘଟିଲା ଦୁର୍ଘଟଣା। ବାଇକ ଧକ୍କା ହୋଇ ପଡ଼ିଯିବା ବେଳେ ମାଡ଼ିଗଲା ବସ। ଦୁର୍ଘଟଣାରେ ଯୁବତୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସର ପହଞ୍ଚି ତଦନ୍ତ ଚଳାଛି। ତେବେ ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos