Advertisment

ଯୁବତୀଙ୍କ ଉପରେ ମାଡ଼ିଗଲା ବସ୍‌

ଯୁବତୀଙ୍କ ଉପରେ ମାଡ଼ିଗଲା ବସ। ରାସ୍ତା ପାର ହେଉଥିବା ବେଳେ ଘଟିଲା ଦୁର୍ଘଟଣା।

accident

accident

Advertisment

ଯୁବତୀଙ୍କ ଉପରେ ମାଡ଼ିଗଲା ବସ୍‌ଖଣ୍ଡଗିରି ଛକରେ ମର୍ମନ୍ତୁଦ ଶଡ଼କ ଦୁର୍ଘଟଣା। ଯୁବତୀଙ୍କ ଉପରେ ମାଡ଼ିଗଲା ବସ। ରାସ୍ତା ପାର ହେଉଥିବା ବେଳେ ଘଟିଲା ଦୁର୍ଘଟଣା। ବାଇକ ଧକ୍କା ହୋଇ ପଡ଼ିଯିବା ବେଳେ ମାଡ଼ିଗଲା ବସ। ଦୁର୍ଘଟଣାରେ ଯୁବତୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସର ପହଞ୍ଚି ତଦନ୍ତ ଚଳାଛି। ତେବେ ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ।

Advertisment
Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe