Advertisment

ଜଳିଗଲା ଧାନ ଗଦା, ୭ ଏକର ଜମିର ଧାନ ଫସଲ ଭସ୍ମ

ଅଚାନକ ନିଆଁ ଲାଗି ୮୦ ପ୍ରତିଶତ ଧାନ ପୋଡ଼ି ପାଉଁଶ ହୋଇଯାଇଛି।

ଅଦ୍ୟତନ ହୋଇଛି
Kalahandi

Kalahandi

Advertisment

ନିଆଁ ଲାଗି ଜଳିଗଲା ଧାନ ଗଦା। କଳାହାଣ୍ଡି ଜିଲ୍ଲା ତେନ୍ତୁଳିଖୁଣ୍ଟି ଗାଁରେ ଘଟିଛି ଏହି ଘଟଣା। ନିଆଁଲାଗି ଖଳାରେ ଥିବା ୭ ଏକର ଜମିର ଧାନ ବିଡା ଜଳିଯାଇଛି।

Advertisment

ଚାଷୀ ଝସକେତନ ଦୁର୍ଗା ଓ ଫକୀର ଦୁର୍ଗା (ଦୁଇ ଭାଇ) ୭ ଏକର ଜମିରୁ ଧାନ ଅମଳ କରି ବିଡ଼ା ବାନ୍ଧି ଖଳାରେ ରଖିଥିଲେ। ଆଜି ଅଚାନକ ସେଥିରେ ନିଆଁ ଲାଗି ଯାଇଥିଲା। କଲମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା। ହେଲେ ସେତେବେଳକୁ ସବୁ ପାଉଁଶ ହୋଇଯାଇଥିଲା। ଝସକେତନ ଓ ଫକୀରଙ୍କ ୮୦ ପ୍ରତିଶତ ଧାନ ପୋଡ଼ି ପାଉଁଶ ହୋଇଯାଇଥିଲା। 

ହାରାମାଲ ରାଜସ୍ୱ ନିରୀକ୍ଷକ ସୁଭଦା ନାଏକ ପହଞ୍ଚି କ୍ଷୟକ୍ଷତିର ପ୍ରାଥମିକ ଆକଳନ କରିଛନ୍ତି।

Advertisment
Farmer Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe