ଛାତିଥରା ବାହାନଗା ଟ୍ରେନ୍ ଟ୍ରାଜେଡିକୁ ବର୍ଷେ, ମନରୁ ଲିଭିନି ସେହି କାଳ ରାତିର କରାଳ ରୂପ

ସେହିଦିନର କାଳ ରାତିକୁ ଏବେବି ଭୁଲି ପାରିନାହାଁନ୍ତି ବାହାନଗାବାସୀ । ଦେଖନ୍ତୁ ପୂରା ରିପୋର୍ଟ। 

Manoj Swain
  • Published: Sunday, 02 June 2024
  • Updated: 02 June 2024, 07:59 PM IST

Sports

Latest News

ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ଆଜି ବର୍ଷେ ପୂରିଛି । ବାହାନଗାରେ ଘଟିଥିବା ସେହି ଭୟଙ୍କର ଟ୍ରିପିଲ ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱରେ ଚହଳ ପକାଇଥିଲା । କରମଣ୍ଡଳ ଏକ୍ସପ୍ରେସ ସହ ମାଲବୋଝେଇ ଟ୍ରେନ୍ ଏବଂ ଜସୱନ୍ତପୁର ହାଓ୍ୱଡା ଟ୍ରେନ୍ ଦୁର୍ଘଟଣାରେ ୨୯୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ସହ ୧୨ ଶହରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିଲେ । ସେଦିନରେ ଶବର ପାହାଡ ଗଦା ଭିତରେ ପରିଚୟ ଖୋଜୁଥିବା ଲୋକଙ୍କ ମନରୁ ଏଯାଏଁ ଲିଭିନି ଦୁଃଖ । ସେହିଦିନର କାଳ ରାତିକୁ ଏବେବି ଭୁଲି ପାରିନାହାଁନ୍ତି ବାହାନଗାବାସୀ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos