Advertisment

ନଦୀକୁ ଡେଇଁ ପଡ଼ିଲେ ଯୁବକ

ଯୁବକ ଅଠରବାଙ୍କି ନଦୀକୁ ଡେଇଁ ପଡ଼ି ନିଖୋଜ ହୋଇ ଯାଇଛନ୍ତି

ଅଦ୍ୟତନ ହୋଇଛି
Paradeep

Paradeep

Advertisment

ପୋଲ ଉପରେ ମୋବାଇଲ ଓ ପ୍ୟାଣ୍ଟ୍ ସାର୍ଟ ରଖି ନଦୀକୁ ଡେଇଁଲେ ଯୁବକ। ଏଭଳି ଘଟଣା ଘଟିଛି ପାରାଦୀପ ଅଠରବାଙ୍କି ନଦୀରେ। ଯୁବକଙ୍କ ଘର ଅଠରବାଙ୍କୀ ବସ୍ତିରେ ହୋଇଥିବା ବେଳେ ତାଙ୍କ ନାଁ ଜଣାପଡ଼ିରି ନାହିଁ।

Advertisment

ଅଜି ସକାଲେ ଜଣେ ଯୁବକ ଅଠରବାଙ୍କି ନଦୀକୁ ଡେଇଁ ପଡ଼ିଥିଲେ। ପୋଳରେ କାମ କରୁଥିବା କିଛି ଲୋକ ଦେଖି ପୁଲିକୁ ଖବର ଦେଇଥିଲେ। ପାରାଦୀପ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ ଓ ପ୍ୟାଣ୍ଟ୍ ସାର୍ଟ ଜବତ କରିଥିବା ବେଳେ ଓଡ୍ରାଫ ଟିମ ପହଞ୍ଚି ନଦୀରେ ଖୋଜାଖୋଜି ଜାରି ରଖିଛି। ତେବେ ଯୁବକ ଜଣକ ନଦୀକୁ ଡେଇଁବାର କାରଣ କ’ଣ ସ୍ପଷ୍ଟ ଜଣାପଡ଼ି ନାହିଁ।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe