Advertisment

ପ୍ରକୃତରେ ହସ୍ପିଟାଲ ଭିତରେ ଚାଲିଛି କଣ ?

2ଟି ପରିବାରକୁ ସର୍ବସ୍ବାନ୍ତ କରିଦେଲା ଗୋଟିଏ ମିଛ !

author-image
Manoj Swain

ଭୁବନେଶ୍ବରର ହାଇଟେକ ହସ୍ପିଟାଲର କାଣ୍ଡ କାରନାମା ଶୁଣିବା ପରେ ଆଡମିଶନ ଥିବା ରୋଗୀଙ୍କ ସଂପର୍କୀୟଙ୍କ ଛାତିରେ ପଶିଲାଣି ଛନକା ! ପ୍ରକୃତରେ ହସ୍ପିଟାଲ ଭିତରେ ଚାଲିଛି କଣ ? ଏ ପଛରେ କାହାର ଅଛି ହାତ ? ଜାଣୁଶୁଣି ଲୋକଙ୍କୁ ଭୁଆଁ ବୁଲାଉ ନାହାନ୍ତି କି ? ମିଛ ମିଛରେ ଦୁଇଟି ପରିବାର ନଷ୍ଟ ହୋଇଗଲା।

Advertisment
Bhubaneswar Odisha