Advertisment

ମଝି ଆକାଶରେ ବିମାନ ଇଞ୍ଜିନ ଫେଲ୍

ମଧ୍ୟପ୍ରଦେଶର ଗୁନାରେ ବିମାନ ଦୁର୍ଘଟଣାଗ୍ରସ୍ତ।

Aircraft Crash

Aircraft Crash

Advertisment

ମଧ୍ୟପ୍ରଦେଶରେ ବିମାନ ଦୁର୍ଘଟଣା। ଏକ ଟ୍ରେନର୍ ବିମାନ ଗୁନା ଏୟାରଷ୍ଟ୍ରିପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। 

Advertisment

ସୂଚନା ଅନୁସାରେ, ମଝି ଆକାଶରେ ବିମାନର ଇଞ୍ଜିନ ଫେଲେ ହୋଇଯିବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଏକ ଘରୋଇ ବିମାନ ଏକାଡେମିର ଟ୍ରେନର ବିମାନ ସିସନା152। ଆଜି ମଧ୍ୟାହ୍ନ 1ଟା 30 ସମୟୟରେ ଦୁର୍ଘଟଣା ଘଟିଥିଲା। 

ସୌଭାଗ୍ୟବଶତଃ ଦୁଇ ଜଣ ପାଇଲଟଙ୍କ ଜୀବନ ରକ୍ଷା ପାଇଯାଇଛି। ସେମାନେ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଥିବା କହିଛନ୍ତି ଗୁନା ଥାନା ଆଇଆଇସି ଦିଲ୍ଲୀପ ରଜୋରିଆ। ଦୁଇ ପାଇଲଟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

Advertisment

ବିମାନର ପରୀକ୍ଷା ନୀରିକ୍ଷା ପାଇଁ କିଛି ଦିନ ପୂର୍ବେ ଗୁନା ଏୟାରଷ୍ଟ୍ରିପକୁ ଆସିଥିବା ଅଧିକାରୀମାନେ କହିଛନ୍ତି। 

Flight Crash Aircraft Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe