/odisha-reporter/media/post_attachments/uploadimage/library/16_9/16_9_0/Accident_1721048848.jpg)
Accident
ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଚୁନାଘାଟିରେ ଓଲଟିଲା ଲୁହାକକ ପଥର ବୋଝେଇ ଟ୍ରକ। ଟ୍ରକ ଓଲଟିବା ପରେ ସେଥିରେ ନିଆଁ ଲାଗିଯାଇଥିଲା। ଗାଡ଼ିରୁ ଡେଇଁ ନିଜ ଜୀବନ ବଞ୍ଚାଇଲେ ଚାଳକ ଓ ହେଲ୍ପର।
Advertisment
କୋଇଡ଼ା ଖଣି ସେକ୍ଟରରୁ ଏହି ଲୁହା ପଥର ବୋଝେଇ ଟ୍ରକ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ କୋଇଡ଼ା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
