ଘରକୁ ଫେରୁଥିଲେ ବ୍ୟକ୍ତି, ଚଢ଼ିଗଲା ଟ୍ରକ୍‌

ଗତ ରାତିରେ ପ୍ରଶାନ୍ତ ଘରକୁ ଫେରୁଥିବା ବେଳେ ପଛ ପଟୁ ଆସୁଥିବା ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା। 

Accident

ଦୁର୍ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

Niharika Rout
  • Published: Tuesday, 30 April 2024
  • Updated: 30 April 2024, 07:28 AM IST

Sports

Latest News

କଟକ ଦୋଳମୁଣ୍ଡାଇ ଗୋଲେଇ ଛକ ନିକଟରେ ଗତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ଜଣେ ଲୋକଙ୍କ ଉପରେ ଚଢ଼ିଗଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। 

ମୃତକ ହେଲେ ଭଗତପୁର ଅଞ୍ଚଳର ପ୍ରମୋଦ ମୁଦୁଲି। ସେ ଟେଲର କାମ କରୁଥିଲେ ବୋଲି ସୂଚନା ମିଳିଛି । ଗତ ରାତିରେ ପ୍ରଶାନ୍ତ ଘରକୁ ଫେରୁଥିବା ବେଳେ ପଛ ପଟୁ ଆସୁଥିବା ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା। 

ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଗୁରୁତର ପ୍ରମୋଦଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Also Read

ବାଦାମବାଡ଼ି ଗୋଲେଇ ଛକରୁ ଏକ ଟ୍ରକ ଔଷଧ ବୋଝେଇ କରି ରାଣୀହାଟ ଆଡକୁ ଅନଲୋଡିଂ ପାଇଁ ଯାଉଥିଲା । ଏହି ସମୟରେ ଟ୍ରକଟି ପ୍ରଶାନ୍ତ ମୁଦୁଲିଙ୍କୁ ପଛପଟୁ ଧକ୍କା ଦେଇଥିଲା ।

ମୃତକଙ୍କ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ସଦର ତହସିଲଦାର ଓ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story