ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍‌; ଡ୍ରାଇଭର ଓ ହେଲ୍‌ପର ମୃତ

ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଫଳରେ ଟ୍ରକ୍‌ଟି ଦୁଇଗଡ଼ ହୋଇଥିଲା ବେଳେ ଡ୍ରାଇଭର ଓ ହେଲ୍‌ପରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Road accident PhotoOR

ଦୁର୍ଘଟଣା ହୋଇଥିବା ଟ୍ରକଟି ରାସ୍ତା ତଳକୁ ଖସିପଡ଼ିଛି

Biswajit Samal
  • Published: Wednesday, 03 April 2024
  • Updated: 03 April 2024, 05:17 PM IST

Sports

Latest News

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଲା ଟ୍ରକ। ଫଳରେ ଟ୍ରକ୍‌ଟି ଦୁଇଗଡ଼ ହୋଇଯାଇଛି। ଘଟଣା ସ୍ଥଳରେ ଟ୍ରକ ଚାଳକ ଓ ହେଲ୍‌ପର ମୃତ। ମୃତକଙ୍କର ପରିଚୟ ମିଳି ପାରିନାହିଁ।

Also Read

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାର ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଏକ ଟ୍ରକ୍‌ ଲୌହ ସାମଗ୍ରୀ ନେଇ କୋଲକାତାରୁ ବିଶାଖାପାଟଣା ଯାଉଥିଲା। ଏହି ସମୟରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଫଳରେ ଟ୍ରକ୍‌ଟି ଦୁଇଗଡ଼ ହୋଇଥିଲା ବେଳେ ଡ୍ରାଇଭର ଓ ହେଲ୍‌ପରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଘଟଣା ସ୍ଥଳରେ ଟାଙ୍ଗୀ ପୁଲିସ ଓ ଅଗ୍ନିଶମ ବାହିନୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story