Advertisment

'କୁଆଡ଼େ ଗଲେ ଜ୍ୟୋତି ମଲ୍ଲିକ ?'

ମେଡିକାଲ ବେଡରେ ପଡ଼ିଥିବା ଯୁବକକୁ ଜ୍ୟୋତି ମଲ୍ଲିକ ଭାବିଥିବା ପରିବାରକୁ ଲାଗିଛି ଶକ୍ତ ଝଟକା।

author-image
Manoj Swain

ହାଇଟେକ୍‌ ମେଡ଼ିକାଲ ବିସ୍ଫୋରଣ ଘଟଣା। ମେଡିକାଲ ବେଡରେ ପଡ଼ିଥିବା ଯୁବକକୁ ଜ୍ୟୋତି ମଲ୍ଲିକ ଭାବିଥିବା ପରିବାରକୁ ଲାଗିଛି ଶକ୍ତ ଝଟକା। ଏନେଇ ଜ୍ୟୋତିଙ୍କ ପତ୍ନୀ କହିଛନ୍ତି, ସ୍ୱାମୀଙ୍କୁ ଦେଖିବାକୁ ହସ୍ପିଟାଲକୁ ଯାଇଥିଲି। ସେଠାରେ ମୁହଁରେ ବ୍ୟାଣ୍ଡେଜ ଗୁଡ଼ା ହୋଇଥିବାରୁ ତାଙ୍କୁ ଚିହ୍ନି ପାରିଲିନି।

Advertisment
Bhubaneswar Odisha