ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ

ସରଧାପୁର ଗାଁ ନିକଟରେ ଦୁଇଟି ବାଇକ ଭାରସାମ୍ୟ ହରାଇ ମୁହାମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ହିଁ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିଲା।

Bike PhotoOR

ଦୁର୍ଘଟଣା ପରେ ବାଇକ ରାସ୍ତାରେ ପଡ଼ିଛି

Biswajit Samal
  • Published: Wednesday, 03 July 2024
  • Updated: 03 July 2024, 09:06 PM IST

Sports

Latest News

ଆଜି ସନ୍ଧ୍ୟାରେ ନୂଆପଡ଼ା ଜିଲ୍ଲା ବେଲଟୁକୁରୀ ଥାନା ସରଧାପୁର ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ବରଗଡ଼ଜିଲ୍ଲା ଝାରବନ୍ଧ ଥାନା ବିଲାସପୁର ଗାଁର ଦିଲୀପ କୁମାର ଭୋଇ ଓ ଅନ୍ୟ ଜଣକ ଘର ବେଲଟୁକୁରି ଥାନା ସରଧାପୁର ଗାଁର ରାହୁଲ ପାଣ୍ଡେ ବୋଲି ଜଣା ପଡ଼ିଛି।

Also Read

ଦୁଇ ବାଇକ ଦ୍ରୁତଗତିରେ ଆସୁଥିଲେ। ସରଧାପୁର ଗାଁ ନିକଟରେ ଦୁଇଟି ବାଇକ ଭାରସାମ୍ୟ ହରାଇ ମୁହାମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ହିଁ ଉଭୟଙ୍କର ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ବାଇକ ପଛରେ ବସିଥିବା ଆଉ ୨ଜଣ ଗୁରୁତର ଆହାତ ହୋଇଥିଲେ। ଆହାତ ମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story