Car
Advertisment
ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବରହାଖାଇ ଠାରେ କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି।
Advertisment
ମୃତକ ଦ୍ୱୟ ବାଇକ୍ରେ ଯାଉଥିଲେ। ସେମାନେ ହେଉଛନ୍ତି ରିକାଶ ନାଏକ ଓ ବୀରେନ୍ଦ୍ର ମହାନନ୍ଦିଆ। ରିକାଶଙ୍କ ଘର କୁଲବା ଗ୍ରାମରେ ହୋଇଥିବା ବେଳେ ବୀରେନ୍ଦ୍ର ତେଲେନଡ଼ିହିର ବାସିନ୍ଦା ଥିଲେ।
ରିକାଶ ଓ ବୀରେନ୍ଦ୍ର ଦୁଇ ସାଙ୍ଗ ଥିଲେ। ସେମାନେ ଉଜ୍ଜ୍ୱଳପୁର ବିଦ୍ୟୁତ୍ ଡିଭିଜନରେ କାମ କରୁଥିଲେ। କାର୍ଯ୍ୟସ୍ଥଳୀରୁ ଘରକୁ ଫେରୁଥିବା ବେଳେ ସେମାନେ ଦୁର୍ଘଟଣାର ଶିକାର ହୋଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Car_1702471811.jpg)