/odisha-reporter/media/post_attachments/uploadimage/library/16_9/16_9_0/Drown_1704535363.jpg)
Drown
ଚିତ୍ରୋତ୍ପଳା ନଦୀରେ ବୁଡ଼ିଗଲେ ୨ ସାଙ୍ଗ। ସାଲେପୁରର ଜଳହରି ଗାଁ ନିକଟରେ ଗାଧୋଇବା ବେଳେ ସେମାନେ ବୁଡ଼ି ଯାଇଥିବା ସୂଚନା ମିଳିଛି। ୫ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ। ଅନ୍ୟ ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
Advertisment
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
/odisha-reporter/media/post_attachments/uploadimage/library/16_9/16_9_0/Drown_1704535363.jpg)
Drown
ଚିତ୍ରୋତ୍ପଳା ନଦୀରେ ବୁଡ଼ିଗଲେ ୨ ସାଙ୍ଗ। ସାଲେପୁରର ଜଳହରି ଗାଁ ନିକଟରେ ଗାଧୋଇବା ବେଳେ ସେମାନେ ବୁଡ଼ି ଯାଇଥିବା ସୂଚନା ମିଳିଛି। ୫ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ। ଅନ୍ୟ ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)