Advertisment

ଗାଧୋଇବାକୁ ଯାଇଥିଲେ ୫ ସାଙ୍ଗ, ୨ ବୁଡ଼ିଗଲେ

୫ ସାଙ୍ଗ ଚିତ୍ରୋତ୍ପଳା ନଦୀରେ ଗାଧୋଉଥିବା ବେଳେ ଘଟିଥିଲା ଏହି ଅଘଟଣ।

Drown

Drown

Advertisment

ଚିତ୍ରୋତ୍ପଳା ନଦୀରେ ବୁଡ଼ିଗଲେ ୨ ସାଙ୍ଗ। ସାଲେପୁରର ଜଳହରି ଗାଁ ନିକଟରେ ଗାଧୋଇବା ବେଳେ ସେମାନେ ବୁଡ଼ି ଯାଇଥିବା ସୂଚନା ମିଳିଛି। ୫ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ। ଅନ୍ୟ ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। 

Advertisment

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। 

Drown Case Drowning Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe