ବସ୍‌-ବାଇକ୍ ଧକ୍କା, ୨ ମୃତ

‍ବସ୍ ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିଛନ୍ତି।

Bike PhotoOR

ଦୁର୍ଘଟଣାଗ୍ରସ୍ତ ବାଇକ୍

Jitendra Garnayak
  • Published: Thursday, 15 August 2024
  • Updated: 15 August 2024, 05:36 PM IST

Sports

Latest News

ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ପରମାଣପୁର ରାସ୍ତାର କୁକୁଡ଼ାପାଲିରେ ଏକ ବସ୍ ଓ ବାଇକ ମଧ୍ୟ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଉଭୟ ମୃତକ ବାଇକ ଆରୋହୀ। 

Also Read

ମୃତକ ଦ୍ୱୟ ହେଉଛନ୍ତି କୁସନପୁରୀ ଗାଁର ସରୋଜ ନାୟକ ଓ ଡୁଙ୍ଗେରପାଲି ଗାଁର ସବିତା ନିଖଣ୍ଡିଆ। ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଅଇଁଠାପାଲି ଥାନାରେ ଆତ୍ମସମର୍ପଣ କରିଥିଲେ। ବସ୍‌ଟିକୁ ମଧ୍ୟ ସେ ଥାନାକୁ ନେଇଯାଇଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story