Advertisment

ବସ୍‌-ବାଇକ୍ ଧକ୍କା, ୨ ମୃତ

‍ବସ୍ ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିଛନ୍ତି।

Bike

Bike

Advertisment

ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ପରମାଣପୁର ରାସ୍ତାର କୁକୁଡ଼ାପାଲିରେ ଏକ ବସ୍ ଓ ବାଇକ ମଧ୍ୟ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଉଭୟ ମୃତକ ବାଇକ ଆରୋହୀ। 

Advertisment

ମୃତକ ଦ୍ୱୟ ହେଉଛନ୍ତି କୁସନପୁରୀ ଗାଁର ସରୋଜ ନାୟକ ଓ ଡୁଙ୍ଗେରପାଲି ଗାଁର ସବିତା ନିଖଣ୍ଡିଆ। ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଅଇଁଠାପାଲି ଥାନାରେ ଆତ୍ମସମର୍ପଣ କରିଥିଲେ। ବସ୍‌ଟିକୁ ମଧ୍ୟ ସେ ଥାନାକୁ ନେଇଯାଇଥିଲେ। 

Advertisment
Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe