ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକ ମୃତ, ଜଣେ ଗୁରୁତର

ବାଇକ୍‌ରେ ତିନି ଜଣ ଯୁବକ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Accident PhotoOR

ଟ୍ରାକ୍ଟର ଓ ବାଇକ

Jitendra Garnayak
  • Published: Friday, 05 January 2024
  • Updated: 05 January 2024, 09:51 PM IST

Sports

Latest News

ଏକ ଟ୍ରାକ୍ଟର ଧକ୍କାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ପାଡୁଆ ଥାନା ହାଟଗୁଡ଼ା ଗାଁରେ ଘଟିଛି ଏହି ଦୁର୍ଘଟଣା।

ଆଜି ସନ୍ଧ୍ୟାରେ ଏକ କାଠ ବୋଝେଇ ଟ୍ରାକ୍ଟର ହାଟଗୁଡ଼ା ସ୍ଥିତ ଏକ ଛାତ୍ରାବାସ ଅଭିମୁଖେ ଯାଉଥିଲେ। ଟ୍ରାକ୍ଟରଟି ଛାତ୍ରାବସ ପରିସରକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ପାଡୁଆ ଅଞ୍ଚଳରୁ ଆସୁଥିବା ଏକ ବାଇକ୍‌କୁ ଧକ୍କା ଦେଇଥିଲା।

Also Read

ବାଇକ୍‌ରେ ତିନି ଜଣ ଯୁବକ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଗୁରୁତର ଆହତଙ୍କୁ ଲମତାପୁଟ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ସେଠାରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ସେ ଟ୍ରାକ୍ଟରକୁ ବାକାପୁଟ ଗାଁ ନିକଟରେ ଛାଡ଼ି ଫେରାର ହୋଇଯାଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story