DeadBody
ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବହୁଦରଡ଼ା ଛକ ନିକଟରେ ଏକ ସ୍କୁଟିକୁ ଏକ ହାଇୱା ପିଟି ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଯାଜପୁରର ଶିବାଶିଷ ମଲ୍ଲିକ ଓ ପୃଥ୍ୱୀରାଜ ଜେନା।
Advertisment
ଏହି ଦୁଇ ଜଣ ଭଦ୍ରକରୁ ସ୍କୁଟି ଯୋଗେ ଯାଜପୁର ଅଭିମୁଖେ ଯାଉଥିବା ବେଳେ ବହୁଦରଡ଼ା ଛକ ନିକଟରେ ଏକ ହାଇୱା ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
