Advertisment

ସ୍କୁଟିକୁ ପଛରୁ ପିଟିଲା ହାଇୱା; ୨ ମୃତ

ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

undefined

DeadBody

Advertisment

ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବହୁଦରଡ଼ା ଛକ ନିକଟରେ ଏକ ସ୍କୁଟିକୁ ଏକ ହାଇୱା ପିଟି ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଯାଜପୁରର ଶିବାଶିଷ ମଲ୍ଲିକ ଓ ପୃଥ୍ୱୀରାଜ ଜେନା।

Advertisment

ଏହି ଦୁଇ ଜଣ ଭଦ୍ରକରୁ ସ୍କୁଟି ଯୋଗେ ଯାଜପୁର ଅଭିମୁଖେ ଯାଉଥିବା ବେଳେ ବହୁଦରଡ଼ା ଛକ ନିକଟରେ ଏକ ହାଇୱା ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।  

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe