/odisha-reporter/media/post_attachments/uploadimage/library/16_9/16_9_0/Lightning_1682351877.jpg)
Lightning
ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅସରଡ଼ା ଗାଁରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ମୁଚିମପୁଟ ଥାନା ଅସରଡ଼ା ଗାଁର ପାଙ୍ଗି ସୁକଦେବ ଓ ମାଲକାନଗିରି ଜିଲ୍ଲା ପେପରମେଟାଲ ଗାଁର ଖରା ଶୀତାରାମ।
Advertisment
ବର୍ଷା ହେବା ଯୋଗୁଁ ଉଭୟ ଗଛମୂଳେ ଆଶ୍ରୟ ନେଇଥିଲେ। ତେବେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତ ଖରା ଶୀତାରାମ ଅସରଡ଼ା ଗାଁକୁ କୁଣିଆ ହୋଇ ଆସିଥିଲେ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
