Advertisment

କେରଳରେ ଭାସିଗଲା ସଂସାର, ଗାଁରେ କାନ୍ଦୁଛି ପରିବାର

କେରଳ ଭୂସ୍ଖଳନରେ ଓଡିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନାରାଙ୍କ ମୃତ୍ୟୁ ହୋଇଛି ।

author-image
Manoj Swain

ଜନ୍ମଦିନଟା ଯେ ମୃତ୍ୟୁର ଦିନ ପାଲଟିଯିବ କିଏ ବା ଭାବିଥିଲା । ଡାକ୍ତରୀ ଚାକିରୀର ବ୍ୟସ୍ତତା ଭିତରେ ପତ୍ନୀଙ୍କୁ ଧରି ଛୁଟି କାଟିବାକୁ ଯାଇଥିଲେ । ମୌସୁମୀର ମସଗୁଲ ଭିତରେ ମଜା ଟିକେ ନେବାକୁ କେରଳ ଚାଲିଯାଇଥିଲେ । କେବଳ ନିଜେ ନୁହେଁ ସାଥିରେ ଡାକ୍ତର ବନ୍ଧୁଙ୍କୁ ମଧ୍ୟ ନେଇକି ଯାଇଥିଲେ। ହୋଟେଲ ବୁକ କଲେ । ରାତ୍ରୀ ଯାପନ ବି କଲେ । କିନ୍ତୁ ସକାଳୁ ଉଠିଲା ବେଳକୁ ହୋଟେଲ ନଥିଲା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Land Slide Keral Rain