କେରଳରେ ଭାସିଗଲା ସଂସାର, ଗାଁରେ କାନ୍ଦୁଛି ପରିବାର..||Odia doctor dies in Kerala || Wayanad Landslide || OR
Advertisment
ଜନ୍ମଦିନଟା ଯେ ମୃତ୍ୟୁର ଦିନ ପାଲଟିଯିବ କିଏ ବା ଭାବିଥିଲା । ଡାକ୍ତରୀ ଚାକିରୀର ବ୍ୟସ୍ତତା ଭିତରେ ପତ୍ନୀଙ୍କୁ ଧରି ଛୁଟି କାଟିବାକୁ ଯାଇଥିଲେ । ମୌସୁମୀର ମସଗୁଲ ଭିତରେ ମଜା ଟିକେ ନେବାକୁ କେରଳ ଚାଲିଯାଇଥିଲେ । କେବଳ ନିଜେ ନୁହେଁ ସାଥିରେ ଡାକ୍ତର ବନ୍ଧୁଙ୍କୁ ମଧ୍ୟ ନେଇକି ଯାଇଥିଲେ। ହୋଟେଲ ବୁକ କଲେ । ରାତ୍ରୀ ଯାପନ ବି କଲେ । କିନ୍ତୁ ସକାଳୁ ଉଠିଲା ବେଳକୁ ହୋଟେଲ ନଥିଲା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us