Advertisment

ୱାୟନାଡ୍ ଭୂସ୍ଖଳନ: ମାଟି ତଳୁ ଚାଲିଛି ଜୀବନ ଖୋଜା

ଭୟଙ୍କର ଭୂସ୍ଖଳନ ଓ ଜଳପ୍ରଳୟରେ ଛିନଛତ୍ର ହୋଇ ସାରିଥିବା ୱାୟନାଡରେ ଏବେ ଜୀବନ ଖୋଜା ଚାଲିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୩୫୮ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି।

author-image
Manoj Swain

ଭୟଙ୍କର ଭୂସ୍ଖଳନ ଓ ଜଳପ୍ରଳୟରେ ଛିନଛତ୍ର ହୋଇ ସାରିଥିବା ୱାୟନାଡରେ ଏବେ ଜୀବନ ଖୋଜା ଚାଲିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୩୫୮ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ମାଟି ତଳୁ ଖୋଜି ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Wayanad Landslide Land Slide Kerala